Court Room ରେ କାହାର କ’ଣ କାମ?
1. Judge (ନ୍ୟାୟାଧୀଶ) Judge କୋର୍ଟର ମୁଖ୍ୟ ଅଧିକାରୀ। ସେ ମାମଲାକୁ ଶୁଣି କାନୁନ ଅନୁସାରେ ନ୍ୟାୟ ଦେଇଥାନ୍ତି। କିଏ ଠିକ୍, କିଏ ଭୁଲ – ତାର ସିଦ୍ଧାନ୍ତ Judge କରନ୍ତି। Order, Judgment, Decree ସବୁ Judge ପକ୍ଷରୁ ହୋଇଥାଏ।…
Latest Government Jobs