Exhibit Sheet କ’ଣ? Court ରେ Exhibit Sheet ର କାମ କ’ଣ?
Court କେଶ୍ (Civil, Criminal, Family, Labour, etc.) ରେ,ଜେମିତି ଦଳିଲ, ଡକ୍ୟୁମେଣ୍ଟ, କାଗଜପତ୍ର, ପ୍ରମାଣ ଦାଖଲ କରାଯାଏ, ସେଗୁଡିକୁ Exhibit କୁହାଯାଏ। 👉 ସେହି Exhibit ମାନଙ୍କୁ Court Record ରେ କ୍ରମବଦ୍ଧ ଭାବରେ ଲେଖିବା ପାଇଁ ଯେ List/Sheet…