Court କେଶ୍ (Civil, Criminal, Family, Labour, etc.) ରେ,
ଜେମିତି ଦଳିଲ, ଡକ୍ୟୁମେଣ୍ଟ, କାଗଜପତ୍ର, ପ୍ରମାଣ ଦାଖଲ କରାଯାଏ, ସେଗୁଡିକୁ Exhibit କୁହାଯାଏ।
👉 ସେହି Exhibit ମାନଙ୍କୁ Court Record ରେ କ୍ରମବଦ୍ଧ ଭାବରେ ଲେଖିବା ପାଇଁ ଯେ List/Sheet ତିଆରି ହୁଏ, ତାକୁ Exhibit Sheet କୁହାଯାଏ।
ଧରନ୍ତୁ ଏକ Civil Suit (Property Dispute) ଚାଲିଛି —
✅ ସହଜ କଥାରେ – Exhibit Sheet ହେଉଛି Court ର Evidence Register, ଯେଉଁଥିରେ ସବୁ ପ୍ରମାଣ କ୍ରମରେ ଲିପିବଦ୍ଧ ହୋଇଥାଏ।
https://acrobat.adobe.com/id/urn:aaid:sc:AP:c600ed0e-744e-440e-8200-7ef1a3498699